Thursday, February 27, 2020

ଓଡିଶା ଆଉ 4 ଟି 500 ଏକର ଲେଖାଏଁ ବିଶିଷ୍ଟ|| ଇଣ୍ଡଷ୍ଟ୍ରିଆଲ ଟାଉନସିପ ର ଯୋଜନା କରୁଛି|| - BIKASHINFORMATIVE


ଭୁବନେଶ୍ୱର: ଓଡିଶା ତାର ଚାରୋଟି ଔଦ୍ୟଗୀକ ସହର- ପାରାଦୀପ,ଝାରସୁଗୁଡା ,କଳିଙ୍ଗ ନଗର, ଅନୁଗୁଳ ଠାରେ
ଚାରୋଟି ଇଣ୍ଡଷ୍ଟ୍ରିଆଲ ଟାଉନସିପର ଯୋଜନା କରୁଛି.

ଯାହା କି କିଛି ସମୟ ବ୍ୟବଧାନରେ ଆରମ୍ଭ ହେବାର ଲକ୍ଷ ରଖାଯାଇଛି.ଏଥି ମଧ୍ୟରେ କିଛି ଜାଗା ଚିହ୍ନଟ ସରିଲାଣି.

ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ. ରାଜ୍ୟରେ କର୍ଯ୍ୟରତ କିଛି ଉଦ୍ୟଗ ସହ ଆଲୋଚନା କରିଛନ୍ତି ସେମାନ ଙ୍କ ମଧ୍ୟରୁ ହେଲେ-ଟାଟା ଷ୍ଟିଲ. ଯେ କି

ପ୍ରାୟ 20.000 କାର୍ୟ୍ଯରତ ଶ୍ରମିକ ସହିତ କଳିଙ୍ଗ ନଗର ଠାରେ କାର୍ଯ୍ୟରତ. ଏବଂ ତାର ଶଖା ଓଡିଶା ର ଅନ୍ୟ ସ୍ଥାନରେ ସମ୍ପ୍ରସାରଣ ପାଇଁ ଆଲୋଚନ କରିଛି.କଳିଙ୍ଗ ନଗର ଠାରେ ପ୍ରାୟ 100 ଏକର ଜାଗା ଚିହ୍ନଟ କରାଯାଇଛି.ଏବଂ ସେଥିରୁ 500 ଏକରରେ ଟାଉନସିପ ର ଯୋଜନ କରାଯାଉଛି.


ଏଥି ସହିତ ପାରାଦୀପ ମଧ୍ୟ ସ୍ମାର୍ଟ ପୋର୍ଟ ସିଟି ଭାବରେ ଆଗକୁ ବଢୁଛି. କହିଛନ୍ତି ବନ୍ଦର ଅଧକ୍ଷ ରିଂକେଶ ରାୟ. ପାରାଦୀପ ରେ ଏବେ 10 million  କ୍ଷମତା ବିଶିଷ୍ଟ desalination  ପ୍ଲାଣ୍ଟ  ଏବଂ 2-3 sewage ପ୍ଲାଣ୍ଟ କାମ ଏବେ ଚାଲିଛି. ବୋଲି ଶ୍ରୀ ରାୟ କହିଛନ୍ତି.

ଏବଂ ପାରାଦୀପ ରେ ବର୍ତ୍ତମନ ଅନେକ ବଡ ବଡ ଇଣ୍ଡଷ୍ଟ୍ରି କାର୍ଯ୍ୟରତ ଯଥା- ଏଇ.ଓ.ସି.ଏଲ ର ରିଫାଇନାରୀ ଏବଂ ଏ.ଏ ସ.ଏ ସ.ଆର  ଇତ୍ୟାଦି.ତ ସେଥିପାଇଁ ଆଗକୁ ଷ୍ଟିଲ ପ୍ଲାଣ୍ଟ ମାନଙ୍କର ଆଗମନ କୁ ସ୍ୱାଗତ କରାଯିବା ଆଶା କରା ଯାଇ ପାରେ


ଅନୁଗୁଳ-ଝାରସୁଗୁଡା ଅଂଚଳରେ  ବର୍ତମାନ ଆଲୁମିନିଅମ ନିର୍ମାତା ନାଲକୋ-ଜେ ଏସ ପି ଏଲ  ଇତ୍ୟାଦି ସେମାନଙ୍କର ପ୍ଲାଣ୍ଟ ସ୍ଥାପନ କରିଛନ୍ତି. ନୂତ ନ ଟାଉନସିପ ସ୍ଥାପନ ଦ୍ୱାରା ଏଠାରେ. ଭଲ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ର ବିକାଶ ଆଶା କରାଯାଇ ପାରେ .